by DILIP KUMAR SAHOO ✓ · 15 Jan 2021
ମଣିଷ ହୋଇ କେମିତି ସାଜନ୍ତି ରାକ୍ଷସ ବଳତ୍କାର କରିବାକୁ କରନ୍ତି ସାହସ ! ନିଜ ଝିଅ ବୋହୂ କଥା ପାଶୋରି ପକାନ୍ତି ଅବଳା ଦୁର୍ବଳା ଦେଖି ଇଜ୍ଜତ ଲୁଟନ୍ତି ।
Loading comments…
Loading comments…