by Abhakanta ✓ · 22 Jul 2017
ବନ କୋଇଲି ଗୋ ! ବିରହୀ ମୋ ମନ କୁହୁକୁହୁ ଆଉ ଗାଅନି ଅମାନିଆଁ ହେଲା ଜିଦିଆ ବସନ୍ତ ମୋ ନେହୁରା ତାକୁ ଛୁଉଁନି ।
Loading comments…
Loading comments…