by Shiba Charan Mahapatra ✓ · 26 Mar 2021
ଖୋଲା କେବଳ ରଙ୍ଗମଞ୍ଚ ଖୋଲା ମାଙ୍କଡ଼ ନାଚ , ଖୋଲା ମଧୁଶାଳା ଖୋଲା ମିଥ୍ୟା ପ୍ରତିଶ୍ରୁତି ଆଇନା ବାହାର ଅମଣିଷ ଡାକରା ବାଟେ ଘାଟେ ଖୋଲା ଯା' ମୁହଁ ସାରା ଛଳନା କଳା ରଙ୍ଗବୋଳା..!!
Loading comments…
Comments
Loading comments…