by Nrusingha Narayan Tripathy ✓ · 10 Apr 2022
ତରୁ ଲତା ଉପବନ ପାହାଡ଼ ପର୍ବତ ବନ କେତେ ସୁନ୍ଦରତା ତାର ସୌନ୍ଦର୍ଯ୍ୟମାନ ଦେଓମାଳୀ ଡୁଡୁମାର ଦେବକୁଣ୍ଡ ଧଉଳିର ନୃସିଂହ ଶଙ୍କର ନାଥ ଘାଗରା ମାନ ଶୋଭାରେ ମଣ୍ଡିତ ଉତ୍କଳ ଦେଖିବାକୁ ସର୍ବେ ନର ସଦା ବ୍ୟାକୁଳ ll ରା
Loading comments…
Comments
Loading comments…