by Priyabrata Mohanty ✓ · 15 Oct 2020
ରବିର ପ୍ରଥମ କିରଣେ ହୁଏ ପ୍ରଭାତ, ବିଶ୍ଵ କଲ୍ୟାଣ ପାଇଁ ଅଛି ଜଗନ୍ନାଥ, ଚଣ୍ଡାଶୋକ ସିଖେ ଏଠି ଅହିଂସା ର ବାର୍ତା, ଗଙ୍ଗା ଗୋଦାବରୀ ଗାଏ ବିଜୟ ର ଗାଥା, ଗୋଟିପୁଅ ଛଉ ନୃତ୍ୟ ମିଳିବ ଓଡ଼ଶୀ, ଶାସ୍ତ୍ରୀୟ ସଙ୍ଗୀତ ତାଳେ ନାଚେ ଦେବଦାସୀ,
Loading comments…
Loading comments…