by Anirudha Kund ✓ · 6 Mar 2021
ଆଲିଙ୍ଗନ ମୁଦ୍ରା ଦୁଇ ବାହୁ ଦେଖି ରତ୍ନ ସିଂହାସନେ ତୋର ମାଗୁଥିବି ତୋତେ ବାହୁ ତଳେ ମୋତେ ରଖ ଆହେ ଚିତ୍ତଚୋର କୈବଲ୍ୟ କଣିକା ଖୁଣ୍ଟି ଖାଉଥିବି ଯାଇ ଆନନ୍ଦ ବଜାର
Loading comments…
Comments
Loading comments…