by ସ୍ମିତା ତ୍ରିପାଠୀ ✓ · 11 Aug 2019
କିଛି ବନ୍ଧୁ ଥାନ୍ତି ହୃଦୟର କ'ଣରେ ଅଭିମାନି ଲୁହକୁ ଜାବୁଡି ରଖିଥାନ୍ତି ଭିତରେ । ଅଭିମାନି ମୋର ଏଇ ବନ୍ଧୁ କ୍ଷମା କରି ଦିଅ ଆଜି ବି ଭୁଲିନାହିଁ ବନ୍ଧୁତ୍ଵର ଖିଅ ।
Loading comments…
Loading comments…