by Pranati Panda ✓ · 31 Aug 2021
ସ୍ୱାର୍ଥ ଭାବ ଯଦି ବନ୍ଧୁତ୍ୱରେ ଥାଏ ସ୍ୱାର୍ଥ ନପାଇଲେ ଦୂରେଇ ଯିବେ, ହୃଦୟ ବେଦନା ଖାତିର ନକରି ବିଶ୍ଵାସରେ ବିଷ କେବଳ ଦେବେ । ସ୍ଵାର୍ଥପର ବନ୍ଧୁ ନିଜ ସ୍ବାର୍ଥ ପାଇଁ ଛଳନାର ମିଥ୍ୟା ଆବରଣରେ , ମୃଗତୃଷ୍ଣା ପରି ତୃଷିତ ମାୟାରେ
Loading comments…
Comments
Loading comments…