by Mamatamanjari Das ✓ · 2 Aug 2021
ବନ୍ଧୁ ଦିଏ ବଳ ବନ୍ଧୁ ଦିଏ ଥଳ ଭାସୁଥିବା ବେଳେ ଦୁଃଖ ସ୍ରୋତରେ ସେହି ବନ୍ଧୁ ପୁଣି ନାଆଟିଏ ସାଜି ରକ୍ଷା କରିଥାଏ , ବୁଡିଗଲା ବେଳେ ଅତଳ ଗର୍ଭରେ
Loading comments…
Loading comments…