by Sanatan Das ✓ · 5 Aug 2019
ପଖାଳ କଂସା ରେ ଭାତ ଖାଇସାରି ଖରାଦିନେ ଆମ୍ବ ଗଛ ଛାଇରେ ଶୋଇବା କେତେ ଯେ ଲେଖିବି ପୋଥି ହୋଇଯିବ କାହାଣୀ ନୁହେଁ ଏ ସତ ଶବ୍ଦର ଅଭାବ ପଡ଼ିବ ମୋତେ ବତାଇବାକୁ ଆମ ବନ୍ଧୁତ୍ୱ!
Loading comments…
Loading comments…