by RAKESH SAHOO ✓ · 21 Jun 2018
ହେବ କି ତୁମେ ପ୍ରଭୁ ବନ୍ଧୁ ମୋର ଅର୍ଜୁନଙ୍କୁ କଲ ସଖା ତୁମର ।। ଦ୍ରୌପଦୀଙ୍କୁ କଲ ତୁମେ ସଖି ଉତ୍ତମ ବନ୍ଧୁତ୍ୱ ପାଇଲା ସେ ନିରୀମାଖୀ ।।
Loading comments…
Loading comments…