by Saroj Kumar Ojha ✓ · 9 Sept 2021
ବନ୍ଧୁତ୍ବପୂର୍ଣ୍ଣ କଥା ବାରତାରେ, ପରିଚୟ ମିଳେ ଘନିଷ୍ଠତା । ସମୟ ସହିତ ତାଳ ଦେଇ ଯିଏ, ଚାଲିବାରେ ମିଳେ ବରିଷ୍ଠତା । ଜୀବନ ଯୁଦ୍ଧରେ ହାରୁଥିଲେ ବନ୍ଧୁ, ସଇନ ରୂପରେ ଦଣ୍ଡାୟମାନ । ପରିବାର ଦୁଃଖ ଲାଘବ ନିମିତ୍ତ, ସମାଜରୁ ମିଳେ ସନମା
Loading comments…
Loading comments…