by Trushna Das ✓ · 15 Mar 2022
ବନ୍ଧୁତାରେ ଗଢି ଉଠିଥିବା ସମ୍ପର୍କରେ ଥାଏ ଗଭୀରତା ଏତେ ଯେଉଁଠି ନ ଥାଏ ସନ୍ଦେହ ଟିକେ ସେ ଯେ ବିଶ୍ୱାସର ଗନ୍ତାଘର ସତେ ।। ପ୍ରେମ ଯେ ସନ୍ଦେହରେ ଭରା ଥାଏ ସବୁବେଳେ ଭାଙ୍ଗିବାର ସମ୍ଭାବନା ଟିକିଏ ସନ୍ଦେହ ଥରାଇ ଦିଏ ପ୍ରେମର ଅସ୍ତି
Loading comments…
Comments
Loading comments…