by sasmita sahu ✓ · 25 Sept 2018
ମନକୁ ମୋର କରିପାରେ ସେ ଅକାଶଛତା ପବନର ତାଳେ ନିଜକୁ ଖୋଲିବାର ଦିଏ ମାଦକତା ଆଖିର ଲୁହ ବୋତଲେପୁରେଇ ପିଆଇ ଦିଏ ହସର ସିରପ ଏ ତ ସେଇ ସମ୍ପର୍କ
Loading comments…
Comments
Loading comments…