by Biswanath Nayak ✓ · 23 Oct 2020
ଅଛି ମୋ ପାଖରେ ତ୍ରିତଳ ପ୍ରାସାଦ ହୀରା ନୀଳା ଆଉ ମଣି ମାଣିକ। ପଦ ପଦବୀର କିରୀଟ ମୋ ଶିରେ ଝଟକୁଛି ଦେଖ ଯେହ୍ନେ ହାଟକ। ପ୍ରବାଳ ଦ୍ଵୀପରେ ଏତେ ଯେ ଦାରିଦ୍ର୍ୟ ଏତେ ବିବଶତା ଏତେ ଯେ କ୍ଷୁ
Loading comments…
Loading comments…