by Bharatabandhu Biswal ✓ · 3 Jan 2021
ସମୟ ବହୁତ କମ୍, ପାରୁଛ ତ ଜୀବନକୁ ବନ୍ଦୀ ମୁକ୍ତ କର, ଜ୍ଞାନ ଭକ୍ତି ସାଧନା ଯୋଗରେ ଭରିଦିଅ ଜୀବନର ପାତ୍ର ମୁକ୍ତ ଭାବେ ନିଜେ ଜୀଇଁ ଶିଖ ଜୀବନକୁ ସ୍ୱଚ୍ଛନ୍ଦରେ ଜୀଇବାକୁ ଦିଅ
Loading comments…
Comments
Loading comments…