by Kulamani Sarangi ✓ · 28 Feb 2020
କେତେ ଓଷା କରି ପୁଅ ପାଇଥିଲି ନର୍କରୁ କାଢ଼ିବ ବୋଲି, ନର୍କରେ ପକେଇ ମାଇପ ସହିତେ ପୋଡ଼ା ମୁହାଁ ଗଲା ଚାଲି।। ଆଣ୍ଠୁକୁଡୀ କରି ଥାଆନ୍ତ ହେ ହରି କିଆଁ ଦେଲ କୁଳାଙ୍ଗାର, କେଉଁ ଠାରେ ଅଛ ହେ ଯମ ଦେବତା ଘେନିଯାଅ ପ୍ରାଣ ମୋର।।
Loading comments…
Loading comments…