by Shashanka sekhar Ray ✓ · 18 May 2019
ଦେଖ ଥରେ ଭଲ କରି ନିର୍ବୋଧ ଶାନ୍ତ ସରଳ ଶିଶୁର ହସହସ ମୋ ମୁହଁକୁ ନାହିଁ ଅନୁଶୋଚନା ନାହିଁ ପଶ୍ଚାତାପ ଦୁଃଖ କ୍ଳେଶ ଯନ୍ତ୍ରଣା ଅଶାନ୍ତି ଫେରିଆସ ଆଉ ଥରେ ମୋ କୋଳକୁ
Loading comments…
Loading comments…