by Bijay Prusty ✓ · 8 Apr 2021
ତୁମେ ତ ତୁମର ସବୁ ଶକ୍ତି ଖଟେଇ ଦିନ ରାତି ଲାଗି ପଡିଛ ଏଇ ମନ ଭଙ୍ଗା ଯୋଡା କାମରେ ସବୁ ଜାଣି ବି ମୁଁ ନିରୁପାୟ I ଆଖିରୁ କଣ ଲୁହ ଶୁଖୁଛି ଯେ, କହିବି ସୁସ୍ଥ ମନଟେ ନେଇ ବଞ୍ଚିଛି I
Loading comments…
Loading comments…