by Dr Baman Chandra Dixit ✓ · 9 Sept 2019
ଆଷାଢ଼ର ସ୍ବପ୍ନ ମେଘ ମରୀଚିକା ରୁଷ୍ଟ ପ୍ରତୀକ୍ଷା ଅତିଷ୍ଠ କୁହେଳିକା ଶୁଷ୍କ ପ୍ରଶାଖାର ରିକ୍ତ ପ୍ରଶିରାରୁ ଟୋପେ ପିଇ ଟିକେ ଜୀଇ ରହିଛି। ମୁଁ ଗୋ ବଞ୍ଚିବାକୁ ଟିକେ ଚାହୁଁଛି।।
Loading comments…
Loading comments…