by Bunee Tripathy ✓ · 5 Feb 2022
ଅପମାନ ଠାରୁ ମାରଣାସ୍ତ୍ର ପରା ବିହିର ସୃଷ୍ଟିରେ ନାହିଁ ସେ ଅସ୍ତ୍ରରେ ଥରେ କଟିଗଲେ ମୁଣ୍ଡ ବଞ୍ଚିଥାଇ ମରିବଇଁ। କୁଟିଳ କଟାକ୍ଷ କ୍ଷତାକ୍ତ କରୁଛି ପାରୁନାହିଁ ବଞ୍ଚି ମୁହିଁ ସବୁଦିନ ପାଇଁ ବିଦାୟ ନେଉଛି ପୃଥିବୀ ପୃଷ୍ଠ
Loading comments…
Loading comments…