by Maheswar sahoo ✓ · 18 May 2019
ବାପା ଦେଇଥାନ୍ତି ଯାହା ଇଛା କରେ, ସଉକିନି ବସ୍ତୁ ମୋର । ମଳିନ ଦେଖିଲେ, ମୋ ମୁଖର କ୍ରାନ୍ତି, ବାପା ହୁଅନ୍ତି ଆତୁର ।। ବୁଝାଇ ଥାଆନ୍ତି, କୋଳରେ ବସାନ୍ତି, ବାନ୍ଧନ୍ତି ସ୍ନେହର ଡୋର ।।
Loading comments…
Comments
Loading comments…