by Satyabati Swain ✓ · 17 Dec 2021
ଶ୍ରାବଣର ଶୋଷ ତୁମେ ଶୀତର କମ୍ବଳ ବୈଶାଖୀ ଝାଞ୍ଜି ଖରା ଲାଗି ତ ଚନ୍ଦନ। ସୋରିଷ ଫୁଲର ରଙ୍ଗ ମୁଖ ତୋ ଦର୍ପଣ ମନ ତୋର ଖୋଲା ବହି ଆଖି ତୋ ହରିଣ। ଏମିତି ଝିଅ ର ପ୍ରେମେ ହୋଇଛି ପାଗଳ ଦିନେ ନ ଦେଖିଲେ ମନେ ଅଶାନ୍
Loading comments…
Loading comments…