by Prabhati Mahapatra ✓ · 11 Aug 2021
କ୍ରୋଧଭରେ ମାତା ବୋଲନ୍ତି ବୋଲେ ହୁଁ ଟି ଶିବର ତ ପୋଡ଼ା ପ୍ରକୃତି ବୋଲେ ହୁଁ ଟି ଭସ୍ମ ବିଲୋପନେ ରହିଛି ହାଡ଼ ମାଳକୁ ସେ ଧାରିଛି ବ୍ୟାଘ୍ର ଛାଲ ତାର ବସନ ବୋଲେ ହୁଁ ଟି ତାକୁ ଯୋଗ୍ୟ ଉମା ରତନ ବୋଲେ ହୁଁ ଟି ।
Loading comments…
Comments
Loading comments…