by Prasanna Rana ✓ · 13 Mar 2022
ଘୋଡ଼େଇ ରଖିଛ ମୋର ଆଦିମ ପ୍ରବୃତ୍ତି ଜୀବନର କୋହ ଆଉ ହୃଦୟର ଭୀତି ଆସୁରିକ ପ୍ରବୃତ୍ତିକୁ ଦେଇଛ ଲଗାମ, ହେ ବୋତାମ ! ଶିଖାଇଛ ତୁମେ ସମ୍ପର୍କର ପରିଭାଷା ବିଶ୍ବାସର ସୂତ୍ରେ ବନ୍ଧା ଜୀବନ ଚାଳିଶା ସୂତା ଖିଏ ବାନ୍ଧି ହୋଇ ଜୀବନ ତମା
Loading comments…
Comments
Loading comments…