by Debabrata Mishra ✓ · 29 May 2021
ବୋଉ ଅଛି ତ... ସୁଯୋଗ ଅଛି ପଣତ କାନିରେ ମୁହଁ ପୋଛିବାର ଝାଳବୁହା ଦେହ କୋଳେ ବିଶ୍ରାମର ଅଛି ତାର ହାତରନ୍ଧା ସୁସ୍ୱାଦୁ ପୀୟୂଷ ବ୍ୟଞ୍ଜନ ଯେତେ ରୋଗ ହେଲେ ବି ମନଟା ନିର୍ଭୟ
Loading comments…
Comments
Loading comments…