120Log inSign up
Poem · Inspirational

ବୋଉ ମୋର

by Debabrata Mishra ✓ · 17 May 2022

284Reads
2Likes
1Min read

ମୁଁ ପରା ଘରେ ଲୁଚି ରହିଥିବା ଅଳିଆ ଗଦା ଆଲମିରା ପଛ ଘର କୋଣ ଓ ଖଟତଳର ବୋଉ ମୋର ପ୍ରତିଦିନର ସ୍ୱଚ୍ଛ ଓ ପବିତ୍ରତା ଗୋବରେ ଲିପିତ ଚୁଲିମୁଣ୍ଡ ଓ ଠାକୁରଘର

Loading comments…

ବୋଉ ମୋର · StoryMirror