by Gangotri Priyadarshini ✓ · 2 May 2021
ବୋଉ ମୋର, ମୁଁ ଛୋଟ କଥାରେ ବିବ୍ରତ ହେଇଯାଏ ତୁମ ଦୃଢ଼ତା ସଂସାରମନସ୍କ ଗୁଣ ପାଖେ ମାେ ମଥା ଆପେ ନଇଁ ଯାଏ ତୁମ ଦୁନିଆରେ ମୋତେ ଏମିତି ହିଁ ଆଶ୍ରା ଦିଅ ତୁମ ବିନା ମୁଁ ମୁଁ ନୁହେଁ ବୋଉ
Loading comments…
Loading comments…