by shibananda barik ✓ · 20 Nov 2020
ଏଣେତେଣେ ଫିଙ୍ଗା ଖାତାବହି କେତେ ଯତନେ ଏକାଠି ଥୋଉ, ସକାଳେ ସଞ୍ଜରେ ଅଧା ଓଢଣି ରେ ମନ୍ଦିର କୁ ନେଇ ଯାଉ। ହାତ ଧରି ଖଡ଼ି ପଟା ଛୁଆଁଇଛୁ ନୂଆ ମାତ୍ରା ଫଳା ବନା, ଛାଟରେ ପିଟି ତୁ କୋଳରେ ଧରିଛୁ ବୋଉ ତୁ ଅଛୁ ବୋଲି ସିନା। ନୂଆ ଜାମା ପି
Loading comments…
Loading comments…