by Sasmita Mohapatra ✓ · 11 Jul 2019
ବର୍ଷା ଆସି ଫେରିଯାଏ ତା ଓଳିତଳରୁ.... ନା ଥାଏ ଗରମ ମୁଢି ,ବାଦାମର ମହକ ନା ଥାଏ ସରୁ ଚକୁଳିର ଭୋକ କାହିଁ ଲାଗେ ସବୁ ଖାଲି ଉଣା?ବୋଉ ନାହିଁ ବୋଲି?
Loading comments…
Loading comments…