by Chinmaya Kumar Nayak ✓ · 22 May 2020
ଶତ ଦୋଷ ଭୁଲି ମୋର ଢାଙ୍କି ଦେଉ ଅଭୟ ପଣତେ ସେ ପଣତେ ଝାଡ଼ିଦେଉ ପାପ ମୋର ଏଇ ଜୀବନର, ମୋର ପୁଣ୍ୟ ଫଳ ଯେତେ, ହେ ଈଶ୍ୱର ସମ୍ପୁଛି ମୁଁ ପଦେ ବୋଉ ମୋର ହସୁ ସଦା ପ୍ରାର୍ଥନା ମୋ ଏହି ଘେନାକର।
Loading comments…
Comments
Loading comments…