by kamal kumar dash ✓ · 14 Apr 2021
ରାତି ଅନେକ ହୋଇଯାଇଥିଲା ବେଡ଼ସିଟ ବିଛାଇ ଶୋଇଗଲି | କେତେବେଳେ ନିଦ ଲାଗିଯାଇଛି ମନେ ନାହିଁ | ସ୍ୱପ୍ନ ଦେଖିଲି , ମୁଁ ଘରକୁ ଗୋଟେ ଡ଼ଙ୍ଗାରେ ବସି ଯାଉଛି କିଏ ଜଣେ କହିଲା ମୋ ବୋଉ ମରିଗଲା ,ମୁଁ କାନ୍ଦି ପକାଇଲି କଣ କରିବି ଜାଣି ପାରିଲିନି |
Loading comments…
Comments
Loading comments…