by Gitanjali Pujapanda ✓ · 1 May 2021
ସେନେହ ଆଶିଷରେ ଯେ ପିଲା ଜୀବନ ଖୁସି ଭାରି ଦିଏ ସେ ବୋଉ। ସଦାସର୍ବଦା ପିଲାଙ୍କର ମଙ୍ଗଳ କାମନା କରେ ସେ ବୋଉ। ପିଲାମାନଙ୍କର ପାଇଁ ନିଜ ଜୀବନକୁ ଯେ ହେୟ ମନେ କରେ ସେ ବୋଉ, ପିଲାମାନଙ୍କର ଖୁସି ଯେ ନିଜେ ଖୁସି ପାଏ, ସେ ବୋଉ।
Loading comments…
Comments
Loading comments…