by Prasanna Kumar Madala ✓ · 5 Sept 2018
ରୋଗ ଶୋକ କହିବାକୁ ଖୋଲିନାହିଁ ମୁହଁ ପିଲାଙ୍କ କଷ୍ଟରେ ଯାହା ଉଛୁଳେ ତା ଲୁହ , ଗୁପ୍ତ ଗଙ୍ଗା ଥିଲେ ଥିବ ବେନି ଆଖି ତଳେ ଜମାଟ ବରଫ ପରି କେବେ ବି ନଗଳେ
Loading comments…
Loading comments…