by SARATA KUMAR DAS ✓ · 8 Jul 2019
ମାଉସୀ ମାଆର କୋମଳ ପରଶ ସୁସ୍ବାଦୁ ବ୍ୟଂଜନ ପୋଡପିଠା ବାସ ଭକତେ ହୁଅନ୍ତି ବାଇ ବଡ ଦେଉଳରେ ପୂଜା ପାଉଅଛ ଆହେ ବ୍ରହ୍ମାଣ୍ଡ ଗୋସେଇଁ।। ଗୁଣ୍ଡିଚା ପରବ ଜଗତେ ବିଖ୍ୟାତ ଆକାଶୁ ପାତାଳ ସର୍ବ ପ୍ରକମ୍ପିତ
Loading comments…
Comments
Loading comments…