by KRUTIBAS NAYAK ✓ · 19 Oct 2020
ମଣିଷର କର୍ମ ବିଚାରକୁ ଧରି ଚାଲେ ହୃଦୟ ମସ୍ତିଷ୍କ, ମଣିଷର ବୁଦ୍ଧି ହୃଦୟର ଦୟା କରି ଈଶ୍ଵର ମନଷ୍କ | ଦ୍ଵନ୍ଦ୍ଵ ସୃଷ୍ଟିହେଲେ ଦୁହିଙ୍କ ଭିତରେ ମସ୍ତିଷ୍କଟି ପାରେ ଜିତି, ହାରିଲେ ହାରିବା ହୃଦୟକୁ ଧରି ରଖିଥିବା ଦିନରାତି |
Loading comments…
Comments
Loading comments…