by Dr Simant Kumar Nanda ✓ · 4 Jun 2021
ନିଷ୍ପ।ପ, ନିରୀହ ଅଜ୍ଞାନ ଶିଶୁ ଟିଏ ହସେ ପୁଣି, କି ଉଦ୍ଦେଶ୍ୟ ରେ, ସେହି ହାସ୍ୟ ଆସୁଥାଏ, କେଉଁ ଅଜଣା ଦିଗରୁ। ଭବିଛ କି କେବେ ଆତ୍ମା- ପରମାତ୍ମା, ବାର୍ତ୍ତାଳାପ ଚାଲିଥାଏ,ସୁପ୍ତ ଅବସ୍ଥାରେ ସେହି ପରମାନନ୍ଦ ଉଛାଳ ତରଙ୍ଗ, ହସର କାରଣ,
Loading comments…
Loading comments…