by Satyabati Swain ✓ · 9 Oct 2020
ଫୁଲ ଦେଲି ପୂଜା ସଜା ଖୁସି ପାଇଁ ପେଟପୂଜା ପାଇଁ ଦେଲି ମିଠା ଫଳ କାଠ ଦେଲି ଘର ଓ ଘରଦ୍ରବ୍ୟ କର ଅମ୍ଳଜାନ ବହେ ତୁମ ଦେହ ଭିତର। ରୋଗରୁ ରକ୍ଷା କଲି ଔଷଧ ଦେଇ ବର୍ଷା କରାଏ,ମାଟି କ୍ଷୟ ରୋକେ ମୋ ଦାରୁରେ ଦିଅଁ ଗଢ଼ା ହୁଅନ୍ତି ଜାଳ କରି
Loading comments…
Loading comments…