by Manaswini Dash ✓ · 1 Apr 2021
ବୃକ୍ଷ ଅଛି ବୋଲି ସିନା ବରଷା ରାଣୀର ତାନ ଶୋଭେ କାନେ ରୌଦ୍ରତାପ ରେ ଅଧୀର ପୃଥିବୀ ନାଚେ ମନ ଖୋଲି ରିମଝିମ ତାନେ ବାଟୋଇଟି ନିଏ ଶାନ୍ତିରେ ନିଶ୍ୱାସ ସବୁଜ ବନାନୀ ତଳେ ମନ ଖୋଲି ଗାଏ ମଧୁର ସଂଗୀତ ବୃକ୍ଷଛାଇ ଗହଳେ
Loading comments…
Loading comments…