by BISWESWAR MAJHI ✓ · 31 May 2019
ବୃକ୍ଷ ମୂଳେ ଜଳଦାନ କର୍ମ ଧର୍ମ ନାମେ ହୋଇଅଛି ବିଧି ବିଷୁବ ସଂକ୍ରାନ୍ତି ଠାରୁ ଚଉରାରେ ଠେକି ମାସାବଧି । ପୂରୁବ ପୁରୁଷ ଆମ ନଦନଦୀ ବୃକ୍ଷକୁ ଦେବତା ସୁଖ ଦୁଃଖ ପ୍ରତି ମୁହୁର୍ତ୍ତରେ ଦେଉଥିଲେ ପରମ ମାନ୍ୟତା
Loading comments…
Loading comments…