by Manorama Hati ✓ · 21 Jul 2019
ହଠାତ୍ ତମେ ଅଟକିଗଲ ତା ପରେ ଉଭାନ ହେଇଗଲ ମେଘ ପରି ହୃଦୟ ବି ଯେମିତି ସେଇଠି ଅଟକି ଯାଇଛି ନା ଆଗକୁ ଯାଇଛି ନା ପଛକୁ ଫେରିଛି ବନ୍ଦ ଥିବା ଅଚଳ ଘଣ୍ଟା ପରି ପଡି ରହିଛି
Loading comments…
Loading comments…