by Shiba Charan Mahapatra ✓ · 18 Apr 2019
ତା ମିଠା ଚୁମ୍ବନ ଅବଶ ଶରୀରେ ମରଣେ ପୀୟୂଷ ସତେ କିବା ଭରେ ଆରକ ତୃପ୍ତି ର ନକଲ ଉତାରେ ତଥାପି ମୁଁ ଭିଜେ ଦୁହିଁଙ୍କ ଭିତରେ
Loading comments…
Loading comments…