by Prakash Sahoo ✓ · 14 Jul 2018
ପାଦ ରେ ଘୁଙ୍ଗୁର ବାନ୍ଧି, ଝୁମ ଝୁମ ନାଚୁଛି ଏହି ବର୍ଷା। କିନ୍ତୁ ସେ ବୁଝିପାରୁନି ତାର କଅଁଳିଆ, ମନ କଥା ଓହୋ ଏବେ ବୁଝିଲି।
Loading comments…
Loading comments…