by Smruti Ranjan Tripathy ✓ · 25 Aug 2020
ମୁଁ ଦେଖିପାରେ ଦାରିଦ୍ର୍ୟ ର ତଳି ପକା କ୍ଷେତରୁ ବୋଉ ତୋଳେ ଜୀଇଁବାର କଳା କୌଶଳ ବର୍ଷା ହେଲେ ଆମ ଅଗଣା ର ଚୁଲି ଚାରିପଟ ଜହ୍ନି ପୋସ୍ତ ବାସେ।
Loading comments…
Comments
Loading comments…