by Ranjan Kumar Brahma ✓ · 6 Sept 2021
ଗଛ ନାଚୁଛନ୍ତି ମନ ଖୁସିରେ ହଲାଇ ଶାଖା ପବନ ତାଳେ । ମଧୁର କଣ୍ଠରେ ଚଢେଇମାନେ ଗାଉଛନ୍ତି ଗୀତ ଗଛର ଡା଼ଳେ ।। ଆରମ୍ଭ ହେଲା ବରଷା କାଳ ଘଡ଼ ଘଡି ସହ ବିଜୁଳି ମାଡ଼ । ପାଣି ପାଇବେ ଜୀବ ଜଗତ ନବ ତରୁଲତା ହୋଇବେ ଜାତ ।।
Loading comments…
Loading comments…