by Fransis Satapathy ✓ · 8 Jul 2019
ନଗ୍ରେ ବାଜିଲା ଘଡ଼ଘଡ଼ି ନାଗରା, ସିଂଚିଲେ ଶୀତଳ ବାରୀର ଧାରା, ଉଲ୍ଲାସେ ଆହ୍ଲାଦେ ହସିଲା ଧରା, ପ୍ରଜା ଉଦ୍ଧରିଲେ ତାପରୁ ପରା ! ନବ ପଲ୍ଲବୀଲେ ପାଦପଗଣ, ଧରଣୀ ଦିଶିଲା ସବୁଜ ବର୍ଣ୍ଣ,
Loading comments…
Loading comments…