by Minakshi Samal ✓ · 25 Oct 2019
ଧରଣୀ ସହିତ ବର୍ଷାର ମିଳନ ବିରହୀ ପ୍ରାଣରେ ସଞ୍ଚରେ ସ୍ପନ୍ଦନ ତଟିନୀ ହେବାକୁ ଚାହେଁ ସାଗରେ ବିଲୀନ ବିରହ ର ଅନ୍ତ ହୁଏ ବାଜି ମିଳନର ବଂଶୀଶ୍ବନ ।
Loading comments…
Loading comments…