by Bijoy Jena ✓ · 4 Nov 2021
ଚାତକପକ୍ଷୀଏ ଜଳଧାରେ ଚାହିଁ ମାଗେ ଆର୍ତ୍ତ ସ୍ଵରେ ଜଳ ମୁଷଳଧାରାରେ ମେଘ ବରଷଇ ଶାନ୍ତ ତପ୍ତ ମହୀତଳ।
Loading comments…
Comments
Loading comments…