by Panchanan Jena ✓ · 10 Jul 2022
ଖୁସି ଉତ୍ସବେ ଧରଣୀ ନାନୀ ଗଦ୍ ଗଦ୍ ଉଡ଼େଇ ସବୁଜ ପଣତ କାନି ଅଂଗେ ଭଙ୍ଗେ ଶୋଭେ ରଜ ମସ୍ତାନି ହାତ ହଲେଇ କର ପଲ୍ଲବେ ସ୍ଵାଗତ ସୁରେ ଚାମର ସେବେ ସୁନ୍ଦର ଶୋଭା ଆହା କି ମନୋହର ନିଦ ତ୍ୟାଗୀ ଆଖିର ସକାଳିକ ଅମୃତ ଆସରେ ଆତ୍ମହରା ତେଜି
Loading comments…
Loading comments…