by Pinku Ranbida ✓ · 24 Sept 2020
ଜମି ବିକି ଫେକଟିରି କଲୁ ଗଛ୍,ପତର୍ ଗଲା କଟି, ଏଛେନ୍ କହୁଛୁ ବର୍ଷା ନାଇଁ ହେବାର୍ ମେଘ୍ ଗଲା କାଏଁ ଫାଟି । ପଏସା ଲୁଭେ ଜମି,ବାଡି ଦେଲୁ ବିକି ନିଜକୁ ନିଜେ ରଜା ବନାମି କହିଁ, ଖରା ଯଦି ଚିଉଁଛେ ତତେ ବର୍ଷା କେ ଖୁଜୁଛୁ କାହିଁ ।
Loading comments…
Loading comments…